ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍,ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି

ନୂଆଦିଲ୍ଲୀ()  ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍ । ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି ହୋଇଛି । କରୋନାରେ ୨୯ ହଜାର ୪୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୮୬୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୧ ହଜାର ୬୩୨ ଜଣ ଚିକିତ୍ସାଧୀନ ଅଛନ୍ତି।

ସେପଟେ ରାଜ୍ୟରେ ଆଜି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପଂହଚିଛି ।

Share

Leave a Reply

Your email address will not be published. Required fields are marked *

3 × 4 =