ରାଜ୍ୟରେ ଆଉ ୭ କୋରୋନା ପଜିଟିଭ

ଭୁବନେଶ୍ୱର() ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ସୁନ୍ଦରଗଡ଼ର ୪ ଜଣ । ଏବେ ୮୦ ଜଣ ଚିକିତ୍ସିତ ହେଉଛନ୍ତି, ୩୭ ଜଣ ସୁସ୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

Share

Leave a Reply

Your email address will not be published. Required fields are marked *

fifteen − five =