ରାଜଧାନୀରୁ ଆଉ ୧୪୯ କରୋନା ପଜିଟିଭ

ଭୁବନେଶ୍ୱର() ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ପଜିଟିଭ୍ ସଂଖ୍ୟା ୩୨୧୭ରେ ପହଁଚିଛି ।ନୂଆ ପଜିଟିଭ୍ ମଧ୍ୟରୁ ୯୮ଜଣ କ୍ୱାରଣ୍ଟାଇନରେ ଥିବା ବେଳେ ୫୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

ସୂଚନା ଅନୂସାରେ, ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭ରେ ପହଁଚିଥିବା ବେଳେ ୧୯୪୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ୧୮ଜଣ ପ୍ରାଣ ହରାଇଥିବା ବେଳେ ୧୨୫୪ଟି ସକ୍ରିୟ କେସ୍ ରହିଛି ।

Share

Leave a Reply

Your email address will not be published. Required fields are marked *

3 × four =