ଆଜି ଆଉ ୧୨୧୫ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି

ଭୁବନେଶ୍ୱର()  ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

1. Angul: 11
2. Balasore: 29
3. Bargarh: 10
4. Bhadrak: 2
5. Balangir: 21
I & PR Department, Odisha
·
5m
6. Boudh: 2
7. Cuttack: 60
8. Deogarh: 1
9. Dhenkanal: 1
10. Gajapati: 89
11. Ganjam: 332
12. Jagatsinghpur: 47
13. Jajpur: 20
14. Jharsuguda: 2
15. Kalahandi: 8
16. Kandhamal: 14
17. Kendrapada: 14
18. Keonjhar: 77
19. Khurda: 312
20. Koraput: 73
21. Malkangiri: 14
I & PR Department, Odisha
·
5m
22. Mayurbhanj: 22
23. Nayagarh: 7
24. Nuapada: 8
25. Puri: 11
26. Rayagada: 24
27. Sonepur: 2
28. Sundargarh: 2

New Recoveries: 581
Cumulative Tested: 476560
Positive: 28107
Recovered: 17373
Active Cases: 10545

ତେବେ ଆଜି ଗଞ୍ଜାମରେ ସର୍ବାଧିକ ୩୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ୩୧୨, ଗଜପତିରୁ ୮୯, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, କଟକରୁ ୬୦, ଜଗତସିଂପୁରରୁ ୪୭, ବାଲେଶ୍ୱରୁ ୨୯,ରାୟଗଡାରୁ ୨୪, ମୟୂରଭଞ୍ଜରୁ ୨୨ ବଲାଙ୍ଗିରରୁ ୨୧, କନ୍ଧମାଳ, ମାଲକାନଗିରି ଓ କେନ୍ଦ୍ରାପଡାର ୧୪ ଜଣ ଲେଖାଏଁ, ଅନୁଗୁଳ ଓ ପୁରୀରୁ ୧୧, ବରଗଡରୁ ୧୦, ନୂଆପଡା ଓ କଳାହାଣ୍ଡିରୁ ୮, ନୟାଗଡରୁ ୭, ଭଦ୍ରକ, ଝାରସୁଗୁଡା, ବୌଦ୍ଧ, ସୋନପୁର ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଢେଙ୍କାନାଳ ଓ ଦେଓଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 5 =