ଭୁବନେଶ୍ବରରୁ ଆଉ ୬୦ ପଜିଟିଭ

ଭୁବନେଶ୍ୱର () ଆଜି ରାଜଧାନୀ ଭୁବନେଶ୍ୱରରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୦ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହିକ୍ରମରେ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୯୧୯କୁ ବୃଦ୍ଧି ପାଇଛି । ୯୧୯ ପଜିଟିଭଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୩ ଜଣ ସୁସ୍ଥ ଓ ୫୦୪ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

four × five =