ରାଜ୍ୟରେ ଆଉ ୪ କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହୋସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୪କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜ ୱେସାଇଟ୍ ମାଧ୍ୟମରେ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ କରୋନରେ ରାଜ୍ୟରେ ଏହି ୪ଜଣଙ୍କୁ ମିଶାଇ ୪୧ଜଣ ଆକ୍ଟିଭ୍ କେସ୍ ରହିଛି । ୧୨ଜଣ ସୁସ୍ଥ ହେବା ସାଙ୍ଗକୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

14 + five =