ଭୁବନେଶ୍ୱରରୁ ଆଉ ୪୬ ପଜିଟିଭ

ଭୁବନେଶ୍ୱରରେ ଆଜି ଆଉ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨ ଜଣ କ୍ୱାରଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୪ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଆଇଗିଣିଆରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରସୁଲଗ଼ରୁ ୩ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫କୁ ବୃଦ୍ଧି ହୋଇଛି । ଗ୍ୟାରେଜ ଛକରୁ ଜଣେ, ତିନିମୁଣ୍ଡିଆ ଛକରୁ ଜଣେ, ଝାରପଡାରୁ ଜଣେ, ଲକ୍ଷ୍ମୀସାଗର ଅଞ୍ଚଳରୁ ୨, ବରମୁଣ୍ଡା ହାଇସ୍କୁଲ ନିକଟରୁ ଜଣେ, ନାକା ଗେଟରୁ ଜଣେ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + 14 =