ଆଜି ଆଉ ୫୨୭ ପଜିଟିଭ

 ଭୁବନେଶ୍ୱର() ଆଜି ରାଜ୍ୟରେ ୨୬ ଜିଲ୍ଲାରୁ ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେମଧ୍ୟରୁ ୩୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୮୯ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦୮୬୯୮ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧୦୬୨୪ ଟି ପଜିଟିଭ କେଶ ବାହାରିଛି ଜ୍ଝ ୬୭୦୩ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୩୮୬୦ ଟି ଆକ୍ଟିଭ କେସ ରହିଛି । 

Share

Leave a Reply

Your email address will not be published. Required fields are marked *

eight + 19 =