ବନ୍ଦ ହେଲା ଶିଶୁଭବନ ଆଉଟଡୋର

ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ କଟକ ସ୍ଥିତ ଶିଶୁଭବନ ଆଉଟଡୋର ବନ୍ଦ ହୋଇଛି । ଗତକାଲି ଶିଶୁଭବନରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଆଉଟଡୋର ବନ୍ଦ ରହିବାକୁ କୁହାଯାଇଛି । ଏନେଇ ଶିଶୁଭବନ ଅଧ୍ୟକ୍ଷ ସରୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 1 =