ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ବୃଦ୍ଧି

ଭୁବନେଶ୍ବର() ରାଜ୍ୟରେ ଆଉ ୪କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ସମ୍ପୁର୍ଣ୍ଣ ତଥ୍ୟ ମିଳିନଥିବା ବେଳେ ଓଡିଶାରେ ଆକ୍ରାନ୍ତଙ୍କ  ସଂଖ୍ୟା ୪୮ରେ ପହଞ୍ଚିଲା । 

ତେବେ ପ୍ରଥମ ଥର ସ୍ବାସ୍ଥ୍ୟ ବିଭାଗ ଟୁଇଟ ବଦଳରେ ନିଜ ଓ୍ବବସାଇଟରେ ଏହି ସୂଚନା ଦେଇଛି ।
ସୂଚନା ଅନୁସାରେ ଆଜି ସକାଳେ ମଧ୍ୟ ୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଜି ଗୋଟିଏ ଦିନରେ ୬କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four + nineteen =