ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ଶୁକ୍ରବାର ରାଜ୍ୟରେ ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି ।

ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୪୩ ଜଣ ଥିବା ବେଳେ, ପୁରୀର ୨୮, ଖୋର୍ଧାର ୨୧, କନ୍ଧମାଳର ୧୨, ଜଗତସିଂପୁରର ୭, ନବରଙ୍ଗପୁରର ୬, କେନ୍ଦ୍ରାପଡାର ୫, ବାଲେଶ୍ୱର ଓ କଟକର ୨ଜଣ ଲେଖାଏଁ ରହିଛନ୍ତି । ଏତତ୍ ବ୍ୟତୀତ ବରଗଡ, ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × two =