ପଶ୍ଚିମ ଓଡିଶାକୁ ଛୁଇଁଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୨୧

ଭୁବନେଶ୍ବର() ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ତମ କରୋନା ଆକ୍ରାନ୍ତ ୨୯ବର୍ଷିୟ ଯୁବକ କଳାହାଣ୍ଡି ଅଞ୍ଚଳର । ବାହାରିନରୁ ଆସିଥିଲେ ଏହି ଯୁବକ । ତେବେ ରାଜ୍ୟରେ ୨୧ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଖ୍ୟା

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

19 + six =