କରୋନାରେ ଆଉ ୧୫ ଜଣଙ୍କ ଦେହାନ୍ତ

ଭୁବନେଶ୍ୱର ()  ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ଜୀବନ ଯାଇଛି  । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୧୯୬ରେ ପହଞ୍ଚôଛି  । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । 

ଆଜି ଅନୁଗୁଳ, ଓ ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ଢେଙ୍କାନାଳ, ଭୁବନେଶ୍ୱର, ସୁବର୍ଣ୍ଣପୁର ଜିଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି  । ସେହିପରି ରାଉରକେଲା, କଟକ ଓ ପୁରୀ ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି  ।

Share

Leave a Reply

Your email address will not be published. Required fields are marked *

seven + fourteen =