ଏଣିକି ୪୦୦ ଟଙ୍କାରେ ହେବ ପିଟି-ପିସିଆର ଟେଷ୍ଟ

ଭୁବନେଶ୍ୱର() ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟ ଫି’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ମାତ୍ର ୪୦୦ ଟଙ୍କାରେ ହେବ ପିଟି-ପିସିଆର ଟେଷ୍ଟ । ଜିଏସଟି ସହିତ ଟେଷ୍ଟ ଫି ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଆରଏମଆରସି ତତ୍ତ୍ୱାବଧାନରେ ପିଟିପିସିଆର ଟେଷ୍ଟ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି । ତେବେ ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା ।

Share

Leave a Reply

Your email address will not be published. Required fields are marked *

5 × 1 =