ଭୁବନେଶ୍ୱରରୁ ଆଉ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୫ ଲୋକାଲ କେସ

ଭୁବନେଶ୍ୱର() ଆଜି ବି  ଭୁବନେଶ୍ୱରରୁ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧୫ ଜଣ ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୭ ହଜାର ୯୨୫ କୁ ବୃଦ୍ଧି ପାଇଛି ।

ମୋଟ ୧୭,୯୨୫ ପଜିଟିଭ ମଧ୍ୟରୁ ୬୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୩,୬୩୧ ଜଣ ସୁସ୍ଥ ଓ ୪,୨୧୨ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 − 1 =