ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୯୫ ପୋଲିସ କର୍ମଚାରୀ

 ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼ ଯୋଦ୍ଧା ମଧ୍ୟ ଅଛନ୍ତି । ଏହାରି ମଧ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି ୯୫ ପୋଲିସ କର୍ମଚାରୀ । ସେମାନେ ସଂକ୍ରମିତ ହୋଇଥିଲେ ମଧ୍ୟ କରୋନାକୁ ହରାଇଛନ୍ତି । ଏବେ କାର୍ଯ୍ୟରେ ଯୋଗ ଦେଇ ଅନ୍ୟମାନଙ୍କ ସୁରକ୍ଷା ଦେବେ ବୋଲି ଡିଜିପି ଅଭୟ ଟ୍ୱିଟ ଜରିଆରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =