୨୪ ଘଣ୍ଟାରେ ୬,୯୭୭ ନୂଆ ମାମଲା

ନୂଆଦିଲ୍ଲୀ()  ଦେଶରେ କରୋନା ମୃତ୍ୟୁସଂଖ୍ୟା  ଏବେ ୪୦୨୧ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୮୪୫ ଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ ରହିଛି।  ସୁସ୍ଥ ହୋଇଛନ୍ତି ୫୭,୭୨୦ ଜଣ । ଗତ ୨୪ ଘଣ୍ଟାରେ ୧୫୪ ଜଣ ଙ୍କର ମୃତ୍ୟୁ 5ହୋଇଥିବା ବେଳେ  ୬,୯୭୭ ନୂଆ ମାମଲା ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୧୬୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ ୮୫୮, ମଧ୍ୟପ୍ରଦେଶ ୨୯୦, ପଶ୍ଚିମବଙ୍ଗ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି।

Share

Leave a Reply

Your email address will not be published. Required fields are marked *

16 + 15 =