କର୍କଟ ରୋଗୀଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହାସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରା୍ନ ଉତ୍ତର ମଧ୍ୟ ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ କର୍କଟ ରୋଗୀ ଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି । କାରଣ ସେମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । କର୍କଟ ରୋଗୀ କରୋନା ଲକ୍ଷଣ ଦେଖାଗଲେ ହସ୍ପିଟାଲ ଯିବାକୁ ପଡ଼ିବ । କେମୋଥେରାପି ନେଉଥିବା ବେଳେ ଯଦି ଜଣଙ୍କୁ କରୋନା ହୁଏ ତେବେ ଅତି ଜରୁରୀ ନଥିଲେ କେମୋଥେରାପିକୁ ବିଳମ୍ବ କରାଯାଇପାରେ ।

Share

Leave a Reply

Your email address will not be published. Required fields are marked *

five × two =