ମୁଖ୍ୟମନ୍ତ୍ରୀ ପଦକ ପାଇଁ ନାମ ଘୋଷିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦକ ପାଇଁ ନାମ ଘୋଷିତ । ବିଭାଗର ସୁପାରିଶ କ୍ରମେ ନାଁ ଘୋଷଣା କଲା ରାଜ୍ୟ ଗୃହ ବିଭାଗ । ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଘୋଷଣା ହେଲା ମୁଖ୍ୟମନ୍ତ୍ରୀ ପଦକ । ୫-ଟି ଅଧୀନରେ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ ୬୪ଜଣ ମନୋନିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପଦକ ପାଇବା ପାଇଁ କ୍ରାଇମ ବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲ୍ୟୁ, ଭିଜିଲାନ୍ସ, ଜିଲ୍ଲା ପୋଲିସରୁ ମନୋନୀତ ହୋଇଛନ୍ତି । ଗୃହ ବିଭାଗ ଏସସିଏସ୍ଙ୍କ ଅଧୀନରେ ଗଠିତ ହୋଇଥିଲା କମିଟି ।

Share

Leave a Reply

Your email address will not be published. Required fields are marked *

19 + 5 =