ଆହତଙ୍କୁ ଡାକ୍ତରଖାନା ନେଲେ ମିଳିବ ପୁରସ୍କାର

ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେଲେ ମିଳିବ ପୁରସ୍କାର । ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ସରକାରଙ୍କ ପକ୍ଷରୁ ବହନ କରାଯିବ । ସେହିପରି ଉଦ୍ଧାରକାରୀଙ୍କୁ ପୋଲିସ ହଇରାଣ କରିପାରିବେ ନାହିଁ । ପରିବହନ କମିଶନର ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + 17 =