ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ଘୋଷଣା

ଭୁବନେଶ୍ୱର: ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆରମ୍ଭ ହେଲା ଆଶିର୍ବାଦ ଯୋଜନା । ବାପା ମାଙ୍କୁ ହରାଇଥିବା ପିଲାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିଛନ୍ତି । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ । ଉଭୟ ପିତା ମାତା କିମ୍ବା ଜଣଙ୍କୁ ହରାଇଥିଲେ ମଧ୍ୟ ଏଥିରେ ଉପକୃତ ହେବେ । ଆଶିର୍ବାଦ ଯୋଜନାରେ ମାସିକ ୨୫ଶହ ଟଙ୍କା ମିଳିବ । ଉପାର୍ଜନକାରୀ ବାପା ମାଙ୍କୁ ହରାଇଥିଲେ ମଧ୍ୟ ମାସିକ ୧୫ ଶହ ଟଙ୍କା ମିଳିବ ।

Share

Leave a Reply

Your email address will not be published. Required fields are marked *

fifteen + 2 =