ବାଇ ଲ’ ପ୍ରତ୍ୟାହାର ନେଇ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର: ବାଇ ଲ’ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି | ନ୍ୟାସନାଲ ମନୁମେଣ୍ଟ ଅଥରିଟି ପ୍ରସ୍ତୁତ ବାଇ ଲ’ ପ୍ରତ୍ୟାହାର ଲାଗି ଚିଠି ଲେଖିଲେ ରାଜ୍ୟ ସରକାର | ସଂସ୍କୃତି ମନ୍ତ୍ରାଳୟକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚିଠି |ଏକାମ୍ର କ୍ଷେତ୍ରରେ ବାଇ ଲ’ ପ୍ରତ୍ୟାହାର ନିମନ୍ତେ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଯୋଗେ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ | ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ପାଇଁ ଚିଠିରେ ଅନୁରୋଧ |

Share

Leave a Reply

Your email address will not be published. Required fields are marked *

10 + 9 =