ସରିଲା ଛେରା ପହଁରା

ପୁରୀ: ସମ୍ପନ୍ନ ହୋଇଛି ଛେରା ପହଁରା । ତିନି ରଥର ଛେରା ପହଁରା ନୀତି ସମ୍ପନ୍ନ କରିଛନ୍ତି ଗଜପତି ମହାରାଜା । କରୋନା କଟକଣା ମଧ୍ୟରେ ମ୍ସ୍ ନୀତି ଜାରି ରହିଥିବା ଦେଖିବାକୁ ମିଳିଛି । ତିନିରଥର ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ଏବେ ଅନ୍ୟନୀତି ଆରମ୍ଭ ହୋଇଛି । ତେବେ କିଛି ସମୟ ମଧ୍ୟରେ ରଥଟଣା ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସମସ୍ତେ ଚାହିଁ ରହିଛନ୍ତି ଘରେ କେବେ ଗଢ଼ିବ କାଳିଆର ରଥ । ଡାହୁକମାନେ ପ୍ରସ୍ତୁତ ହୋଇ ରହିଥିବା ବେଳେ ସେବାୟତମାନେ ମଧ୍ୟ ରଥ ଟାଣିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 2 =