ଜାଣନ୍ତୁ ଶ୍ରୀଜିଉଙ୍କ ଛପନଭୋଗ କଣ

ଭୁବନେଶ୍ୱର: ଛପନଭୋଗରେ ଗଣତି ହୁଏ ଅଟକାଳି, ଅମାଲୁ, ମାଲପୁଆ, ବିଭିନ୍ନ ପ୍ରକାର ଆରିସା(ପାଗ, ସୁଆର, ସାନ, ବଡ଼, ତାଟ), ଏଣ୍ଡୁରି(ନକ୍ଷତ୍ର, ମୁଆଁ), କଦମ୍ବା ଓ କଡ଼ମ୍ବା,କାକରା(ସର, ବଡ,ସାନ), କାନ୍ତି-ଚନ୍ଦ୍ରକାନ୍ତି, କେଳି-ହଂସକେଳି, କୋରା(ବଲ୍ଲଭ,ଶ୍ରୀହସ୍ତ), ଖଇରଚୁଳ, ଖଜା(ଅରଖଫୁଲିଆ, ପୁରୁଜାତକ, ପାରିଜାତକ, ମେଣ୍ଢାସିଙ୍ଘିଆ, ସରସଟା, ଚଢେଇଲେଦା, ଅଧାଚଢେଇନେଦା), ଖିରି(ସେବତୀ, ବୁନ୍ଦିଆ), ଖିରିସା, ଖୁରୁମା, ଖେଚୁଡ଼ି(କାନିକା, ନୁଖୁରା, ଅଙ୍ଗବାସ, ଓଳି, ସାନଓଳି), ଗଇଂଣ୍ଠା, ଗଜା, ଗୋଟାଳି, ଚକଟା(କଦଳୀ, ଛେନା), ଚକୁଳି(ସରୁ, ବଡ଼, ମାଠ), ଚିତୋଉ, ଛୁଞ୍ଚିପତ୍ର, ଜଗନ୍ନାଥବଲ୍ଲଭ, ଜେନାମଣି, ଝିଲି(କାକତୁଆ, ବଡ଼, ସାନ, ସେବତୀ), ଟାକୁଆ, ଡାଳିମ୍ବ(ଦାନ୍ତଭଙ୍ଗା), ତାଡ଼ିଆ, ତିପୁରୀ, ଧଉଳା(ପୁଷ୍ପାଳକ, ସାନ), ନାଡ଼ି, ପଣସୁଆ, ପଣା(ସର, ଛେନାମରିଚ), ପାଚିଡ଼ି, ପାପୁଡ଼ି, ପାଳୁଅ(ପଖାଳ, ଖିରି, କଟା, ମଣ୍ଡା), ପଖାଳ, ପିଠା(ପୋଡ଼, ବଡ଼, ସାନ, କଦଳୀ, ମହାବୀର, ଭୋଗ, ସୁଆର, ଖଡ଼ିକାମରା, ଛେନା, କାନ୍ତି, ସାତପୁରୀ), ପୁରୀ(ଚଉତା, ବଡ଼), ପୁଳି(ସର, କଅଁଳ, ମାଠ, ଚଣ୍ଡମାଠ, ପିଠା, ମିଠା), ଫେଣି(ଲୁଣି, ବଡ଼), ବଡ଼ା, ବଳିବାମନ, ଭଜା, ମଣ୍ଡା(ଖୁଆ, ଖଣ୍ଡ, ସର, ଅତରଛ, ଉଦୁରୁଛି, ଫେଣି),ମନୋହର(ତାଟ, ଭୋଗ, ସୁଆର), ମହାଦେଇ, ମାଣ୍ଡୁଅ, ମହନଭୋଗ, ରସାବଳୀ(ଅମୃତ, ଅମୃତ-ଦୁଧ), ରାଧାବଲ୍ଲଭୀ, ଲଡ଼ୁ(ନଡ଼ିଆ, ମଗଜ,ମରିଚି, ଶ୍ରୀଗୋପାଳ), ଲହୁଣିଆ, ଲକ୍ଷ୍ମୀବିଳାସ, ସରସ୍ୱତିଆ, ହଂସବଲ୍ଲଭ ।

Share

Leave a Reply

Your email address will not be published. Required fields are marked *

four × 2 =