କଟକରେ ହେବ ଆଉ ଏକ ସିଡିଏ

ଭୁବନେଶ୍ୱର()  କଟକରେ ହେବ ନୂଆ ସିଡିଏ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ଜାଗା । ପ୍ରାୟ ୪୦୦ ଏକର ନୂଆ ଜାଗା ବାହାରିବ ବୋଲି କହିଛନ୍ତି ମନ୍ତ୍ରୀ । ନୂଆ ଜାଗାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବ । ଏହା ସହିତ ଅନ୍ୟାନ୍ୟ ସରକାରୀ ଅଫିସ ସହ ବାସ ଉପଯୋଗୀ ଜମି ବାହାରିବ । ନୂଆ ଜାଗାରେ ସ୍ପୋର୍ଟସ ଓ ୱାର୍ଟର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − twelve =