ଋଣ ଜାଲିଆତି ମାମଲାରେ ସିବିଆଇ ରେଡ୍

ୟୁନିଅନ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ରେଡ୍ କରିଛି ସିବିଆଇ । ସମ୍ବଲପୁର ବାଲିବନ୍ଧା ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍ କରାଯାଇଛି । ୟୁନିଅନ ବ୍ୟାଙ୍କରୁ ୪ କୋଟି ୧୧ ଲକ୍ଷ ଋଣ ଜାଲିଆତି ଅଭିଯୋଗ ହୋଇଥିଲା ।

ଜାଲ ଡକ୍ୟୁମେଣ୍ଟ ଦେଖାଇ ବ୍ୟାଙ୍କରୁ ଋଣ ନେଇ ଫେରସ୍ତ କରି ନଥିଲେ ଅଭିଯୁକ୍ତ । ସମ୍ବଲପୁର ରିଜିଅନାଲ ଏଜିଏମ୍‌ଙ୍କ ଅଭିଯୋଗ ପରେ ସିବିଆଇର ୫ ଜଣିଆ ଟିମ୍‌ର ରେଡ୍ କରିଛି ।

Share

Leave a Reply

Your email address will not be published. Required fields are marked *

nine + 20 =