ଭର୍ତ୍ତୃହରିଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାାଁରେ ଥାନାରେ ଅଭିଯୋଗ । ଯୌତୁକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଭୋପାଳର ମହିଳା ଥାନାରେ ଅଭିଯୋଗ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି । ତାଙ୍କ ପୁଅ, ପତ୍ନୀ ଏବଂ ଭର୍ତ୍ତୃହରିଙ୍କ ନାମରେ ମାମଲା ରୁଜୁ ହୋଇଥିବା ଖବର ପ୍ରସାରଣ କରାଯାଉଛି । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରଣ କରାଯିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

20 − three =