ଆସନ୍ତାକାଲିଠାରୁ କ୍ୟାମ୍ପେନ ମୋଡରେ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠାରୁ କ୍ୟାମ୍ପେନ ମୋଡରେ ଦିଆଯିବ ଟିକା । କେନ୍ଦ୍ର ସରକାରଙ୍କ ଟିକା ନୀତି ଅନୁଯାୟୀ ଆସନ୍ତାକାଲିଠାରୁ ଟିକାକରଣ କରାଯିବ । କେନ୍ଦ୍ର ସରକାର ଦେଇଥିବା ଟିକା ରାଜ୍ୟ ଆଣିଥିବା ଟିକା ଦିଆଯିବ । ସମସ୍ତ ବ୍ଲକ ଓ ମୁନୁିସପାଲଟି ଅଞ୍ଚଳରେ ଟିକାକରଣ କରାଯିବ । ଜିଲ୍ଲାପାଳ ଓ ମୁନିସପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଠିକ ସମୟରେ ଦ୍ୱିତୀୟ ଡୋଜ ଦେବାକୁ ନିର୍ଦ୍ଦେଶ ।
ସୁସ୍ଥ ହେଲେଣି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

 

Share

Leave a Reply

Your email address will not be published. Required fields are marked *

5 × 5 =