ଆଜି ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ଦିନରେ ୧୨ଟାରେ ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ପ୍ରାୟ ୧୧ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଉଚ୍ଚ ଶିକ୍ଷାରେ ଅନୁଦାନ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ଆଣିବେ ସରକାର । ସେହିପରି କୃଷି କ୍ଷେତ୍ର, ପୂର୍ତ୍ତ, ଜଳସେଚନ, ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ନିଷ୍ପତ୍ତି ନିଆଯିବ ।

Share

Leave a Reply

Your email address will not be published. Required fields are marked *

four + sixteen =