ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ଅପରାହ୍ନ ସାଢେ ୫ଟାରେ ହେବ । ୫ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ ଅନମୋଦନ ମିଳିବା ସମ୍ଭାବନା ରହିିଛି । ସ୍ୱାସ୍ଥ୍ୟ, ଶ୍ରମ, ପୂର୍ତ୍ତ, ପଞ୍ଚାୟତିରାଜ ବିଭାଗର ପ୍ରସ୍ତାବକୁ ମଞ୍ଜୁରି ମିଳିବା ସମ୍ଭାବନା ରହିଛି । ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ ।

Share

Leave a Reply

Your email address will not be published. Required fields are marked *

20 − seventeen =