୮ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ

ଭୁବନେଶ୍ୱର () ୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ଓଡିଶା କୃଷିନୀତି ଉପରେ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାଦ୍ୱାରା ଚାଷୀଙ୍କ ଆୟକୁ ବଢାଇବାକୁ ୩ଟି ସୋପାନ କାର୍ୟ୍ୟକାରୀ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଓଡିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସରକାର । ଏଣିକି ଭଲ ପ୍ରଦର୍ଶନ କଲେ ନିଜ ବ୍ୟାଚ ବାହାରେ ମଧ୍ୟ ପଦୋନ୍ନତି ପାଇବେ ବିଭାଗୀୟ ଅଧିକାରୀ ବୋଲି କ୍ୟାବିନେଟରେ ନିଷ୍ପତି ହୋଇଛି ।

Share

Leave a Reply

Your email address will not be published. Required fields are marked *

five + 17 =