ବୃଦ୍ଧି ହେଲା ବସ ଭଡା

ଭୁବନେଶ୍ୱର() ଅଟୋମେଟିକ ମେକାନିଜିମରେ ବଢିଲା ବସ ଭଡା । ଅର୍ଡିନାରି ବସ କିଲୋମିଟାର ପିଛା ଥିଲା ୬୯ ପଇସା ହେଲେ ଏବେ ୭୦ ପଇସା ହେଲା । ଏକ୍ସପ୍ରେସ ବସ ଭଡା ଥିଲା ୭୨ ପଇସା ହେଲେ ଏବେ ୭୩ ପଇସା ହେଲା । ଡିଲକ୍ସ ବସ ଭଡା ଥିଲା ୯୯ ପଇସା ହେଲେ ଏବେ ୧ ଟଙ୍କା ୧ ପଇସା ବଢିଲା । ସେହିପରି ଡିଲକ୍ସ କିଲୋମିଟର ପିଛା ଥିଲା ୧ଟଙ୍କା ୨୧ ପଇସା ହେଲେ ଏବେ ୧ ଟଙ୍କା ୨୩ ପଇସା ହେଲା ।

Share

Leave a Reply

Your email address will not be published. Required fields are marked *

18 + two =