ବଢିଲା ବସ ଭଡା

ଭୁବନେଶ୍ୱର() ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ପାଇଛି । ପୁଣି ବସ ଭଡ଼ା ୨ରୁ ୪ ପଇସା ବୃଦ୍ଧି ପାଇଛି । ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅର୍ଡିନାରୀ ଭଡ଼ା କିମି ପିଛା ୭୦ରୁ ୭୧ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡ଼ା ୭୩ରୁ ୭୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ୧ଟଙ୍କା ୧ ପଇସାରୁ ୧ଟଙ୍କା ୫ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଏସି ଡିଲକ୍ସ ୧ଟଙ୍କା ୨୩ରୁ ୧ଟଙ୍କା ୨୭ ପଇସା ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

sixteen − 8 =