ଦୁଇ ବିଲଡରଙ୍କୁ ୭ବର୍ଷ ଜେଲ

ଘର ଦେବାପାଇଁ କହି ଲୋକଙ୍କ ଠାରୁ ଟଙ୍କା ଠକିବା ଅଭିଯୋଗରେ ଦୁଇଜଣ ବିଲଡରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ତ୍ରିପୁରୀ ଏଣ୍ଟର ପ୍ରାଇଜର୍ସର ମାଲିକ ଶିବଦତ୍ତ ନାୟକ ଓ ଆନନ୍ଦ ସାହୁଙ୍କୁ ୭ବର୍ଷ ଜେଲ ଓ ୨ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଏହି ଜରିମାନା ଅର୍ଥରୁ ୪ଲକ୍ଷ ଟଙ୍କା ଆବେଦନ କାରୀଙ୍କୁ ଦେବା ପାଇଁ କୋର୍ଟ ଉଭୟ ଆସାମୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 6 =