ୱାଇବି ଖୁରାନିଆ ବିଏସଏଫ ଆଇଜି

ଭୁବନେଶ୍ୱର–କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ବରିଷ୍ଠ ଆଇପିଏସ ଅଫିସର ୱାଇ ବି ଖୁରାନିଆ ବିଏସଏଫର ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ସେ ୫ବର୍ଷ ପାଇଁ ସେଠାରେ କାର୍ଯ୍ୟ କରିବେ । ଖୁରାନିଆଙ୍କ ଏହି ବଦଳି ପରେ ଅସିତ ପାଣିଗ୍ରାହୀଙ୍କୁ ଏ ଡି ଜି ପ୍ରୋଭିଜନିଙ୍ଗର ଅତିରିକ୍ତ ଦାୟୀତ୍ୱରେ ରଖାଯାଇଛି । ସେହିପରି ବିନୟତୋଷ ମିଶ୍ର କମୁନିକେସନର ଅତିରିକ୍ତ ଦାୟୀତ୍ୱରେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − thirteen =