ଡଙ୍ଗାରୁ ପଇସା ସଂଗ୍ରହ ବେଳେ ଭାସିଗଲେ

ସୁବର୍ଣୃୂରେଖା ନଦୀରେ ୨ଜଣ ନାବାଳକ ଭାସି ଯାଇଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବେଲିଦାରୁବୁଡି ଘାଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘାଟରେ ଭାସୁଥିବା ଡଙ୍ଗାରୁ ପଇସା ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ୨ନାବାଳକ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ  ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନେ ଉଦ୍ୟମ ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + 9 =