ପୋଲିସ କବଜାରେ ମାଓବାଦୀ

ଭୁବନେଶ୍ୱର: ବଲାଙ୍ଗୀର ପୋଲିସ ହେପାଜତରେ କ୍ୟାଡର ମାଓବାଦୀ । କ୍ୟାଡର ମାଓବାଦୀ ସହ ତାର ଜଣେ ସହଯୋଗୀଙ୍କୁ ମଧ୍ୟ ଧରାଯାଇଛି । କୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଏହି ଦୁଇଜଣଙ୍କୁ ଧରି ଅଟକ ରଖାଯାଇଛି । ଅଟକ କ୍ୟାଡର ମାଓବାଦୀ ଦୁଇଜଣ କେକେବିଏନ କ୍ୟାରର ବୋଲି ଜଣାପଡ଼ିଛି । ସେମାନଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

six + two =