ଖୋଲିବନି ଚା ,କଫି,ପାନ,ଫାଷ୍ଟ ଫୁଡ଼ ଦୋକାନ

ଭୁବନେଶ୍ୱର () ରାଜଧାନୀରେ କୋହଳ ହେଲା ଲକ୍‌ଡାଉନ୍‌। ଏବେ ବହି ଦୋକାନ କୋରିୟର ସର୍ଭିସ୍‌ ,ଅତ୍ୟାବଶକୀୟ ସାମଗ୍ରୀ, ଇ-କମର୍ସ, ଗ୍ୟାରେଜ୍, ରେଷ୍ଟୁରାଣ୍ଟ, ହୋମ ଡେଲିଭରୀ, ଗ୍ୟାରେଜ ଖୋଲା ରହିବ । ସ୍ଥିତି ସମୀକ୍ଷା ପରେ ବିଏମ୍‌ସି ଏହି ନିଷ୍ପତ୍ତି ନେଇଛି ।

ଏହା ସହ ଏହାସହ ସମସ୍ତ ମାର୍କେଟ କମ୍ପ୍ଲେକ୍ସ, ମଲ, ଜିମ୍ନାସିୟମ, ପାର୍ଲର,ସେଲୁନ,ସ୍ପା, ମାସେଜ ସେଣ୍ଟର, ଚା ,କଫି,ପାନ,ଫାଷ୍ଟ ଫୁଡ଼ ଟିଫିନ, ଫଳ ରସ ଦୋକାନ ବନ୍ଦ ରହିବ । ବିଏମ୍‌ସି ପକ୍ଷରୁ ନୂଆ ମାର୍ଗ ଦର୍ଶିକା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + 1 =