ବିଜୁଳି ବିଭାଗ ପାଇଁ ଗଲାଣି ୧୧୯ ହାତୀଙ୍କ ଜୀବନ

ଭୁବନେଶ୍ୱର() ବିଜୁଳି ବିଭାଗ ନେଲାଣି ୧୧୯ ହାତୀଙ୍କ ଜୀବନ । ବିଦ୍ୟୁତ ଆଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଜରାଜ ଆଖି ବୁଜିଛନ୍ତି । ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଷ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଆଘାତରେ ଯେଉଁ ୧୧୯ଟି ହାତୀ ମରିଛନ୍ତି , ସେଥିମଧ୍ୟରୁ କେବଳ କେନ୍ଦୁଝର ଜିଲ୍ଳାରେ ୧୧ଟି ହାତୀ ଏହି କାରଣରୁ ମରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − two =