୨୯ରେ ଓଡ଼ିଶା ଆସିବେ ଅମିତ ଶାହା

ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସେ କଟକ ଜିଲ୍ଲା ସାଲେପୁର କୁଲିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ଏନେଇ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୂର୍ବରୁ ଅମିତ ଶାହା ଜାନୁୟାରୀ ୧୮ରେ ଓଡ଼ିଶା ଆସିବାର ଥିଲା। କିନ୍ତୁ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଯୋଗୁ ତାଙ୍କ ଗସ୍ତକୁ ବାତିଲ କରିଦିଆଯାଇ

Share

Leave a Reply

Your email address will not be published. Required fields are marked *

2 × 2 =