ବିଜେପି ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ । କରୋନା ସମୟରେ କିଛି ସୁବିଧା ଯୋଗାଇବା ଲାଗି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେବଳ ମାସ୍କ ନୁହେଁ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ପାଇଁ ପାଣ୍ଠି ବିନିଯୋଗ ଦାବି । ଆଇସୋଲେସନ ରୁମ୍‌, ଶିଶୁଙ୍କ କୋଭିଡ କେୟାର ରୁମ୍ ପାଇଁ ପାଣ୍ଠି ବିନିଯୋଗ ଦାବି କରିଛି ବିଧାୟକ । ଅକ୍ସିଜେନ ସମ୍ପୃକ୍ତ ବେଡ୍‌, ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସ ପାଇଁ ବିନିଯୋଗ ଦାବି । ଏସବୁ ଦାବିକୁ ଅଧିନିୟମରେ ସମ୍ପୃକ୍ତ କରିବା ଲାଗି ବିଜେପି ବିଧାୟକମାନେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 15 =