ଦାରୁ ଦାରୁ ବିଦେଶୀ ଦାରୁ …

ନୟାଗଡ () ଦାରୁର କମାଲ । ଏ ହେଉଛନ୍ତି ନୟାଗଡ ଜିଲା ବିଜେପି ସଭାପତି ସନ୍ୟାସୀ ନାୟକ । ନୟାଗଡ ପୂର୍ତ୍ତ ବିଭାଗର ଆଇବିରେ ନିଶା ସେବନ ପରେ ଆଉ ନିୟନ୍ତ୍ରଣରେ ନାହାନ୍ତି । ପୁରା ନଗ୍ନ ହେଇ ଉନ୍ମକ୍ତ କାଣ୍ଡ । ବିଜେଡିର ଜଣେ ପୂର୍ବତନ ବିଧାୟକ ଏକ ସ୍ପାରେ ଧରା ପଡିବ ପରେ ତାଙ୍କୁ ଦଳରୁ ନିଲମ୍ବନ କରାଗଲା । ବିଜେପିର ଏହି ଜିଲ୍ଲା ସଭାପତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ?

Share

Leave a Reply

Your email address will not be published. Required fields are marked *

fourteen + 2 =