ବିକ୍ରମ କହିଲେ ମୋ ଭୁଲ ପାଇଁ ମୁଁ ଅନୁତପ୍ତ ନୁହେଁ

ବଲାଙ୍ଗୀର: : ବଲାଙ୍ଗୀର ଜିଲ୍ଲାର ବିକ୍ରମ ପଣ୍ଡା ଗତକାଲି ଘଟାଇଥିଲା ଆତଙ୍କରାଜ । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ କାବୁ କରିଥିଲା ପୋଲିସ । ତେବେ ବିକ୍ରମର ଆଜି ମେଡିକାଲ ଟେଷ୍ଟ କରାଯାଇଛି । ତେବେ ଗଣମାଧ୍ୟମକୁ ବିକ୍ରମ କହିଛନ୍ତି କି ନୋ ଗିଲଟି, ନୋ ସେମ୍ । ସେ କରିଥିବା ଭୁଲ ପାଇଁ ଅନୁତପ୍ତ ନୁହଁନ୍ତି କି ଲଜ୍ଜିତ ମଧ୍ୟ ନୁହଁନ୍ତି । ମୁଁ କିଛି ଭୁଲ କରିନାହିଁ । ମୁଁ ଭଲ ପାଉଥିବା ଝିଅର ଚାକିରିଆ ବର ସହ ବାହାଘର ସ୍ଥିର ହୋଇଛି । ଝିଅର ବାପା କହିଛନ୍ତି କି ପ୍ରେମକୁ ଟାଇମ ପାସ ଭାଲି ଭୁଲିଯାଅ । ଏଣୁ ପ୍ରମାଣ ଦେବା ଲାଗି ମାମୁଁଘରେ ଏଭଳି କରିଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − thirteen =