ବିଭୁପ୍ରସାଦଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର() ଓଏଏସ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅନୈତିକ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ପୂର୍ବରୁ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅସଦବ୍ୟବାହାର କରିଥିବା ଅଭିଯୋଗ ଥିଲା । ଏନେଇ ଗତ ଜୁଲାଇ ମାସରେଏହି ମାମଲାରେ ବିଭୁପ୍ରସାଦ ଗିରଫ ମଧ୍ୟ ହୋଇଥିଲେ । ଏହାସହ ଆୟୁଷ ନିର୍ଦ୍ଦେଶକ ପଦରୁ ମଧ୍ୟ ବିଭୁଙ୍କୁ ନିଲମ୍ବିତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

five × 4 =