ସାଇବର ଠକେଇ ପଛରେ ରହିଛି ବିଦେଶ ଲିଙ୍କ

ଭୁବନେଶ୍ୱର: ଓକାକ ସିଓଓଙ୍କ ଫୋନ ହ୍ୟାକ ଓ ସାଇବର ଠକେଇ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ସାଇବର ଠକେଇ ପଛରେ ରହିଛି ବିଦେଶ ଲିଙ୍କ। ସେପଟେ ସାଇବର ଠକର ରହିଛି ଏକାଧିକ ଆକାଉଣ୍ଟ। ୟୁପିଆଇ ଟ୍ରାଞ୍ଜାକସନ ଏବଂ ନେଟ ବ୍ୟାକିଂ ଦ୍ୱାରା ଠକେଇ ହୋଇଛି। ନାଇଜେରିଆ ଲିଙ୍କ ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ଟିମ। ହ୍ୟାକ ହୋଇଥବା ହ୍ଵାଟ୍ସଆପରେ ରହିଛି ଅନେକ ହାଇ ପ୍ରୋଫାଇଲ ଲୋକଙ୍କ କଣ୍ଟାକ୍ଟ ନମ୍ବର। ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

four × 2 =