ଫ୍ୟାମିଲ କୋର୍ଟରେ ହାଜରହେଲେ ବର୍ଷା

କଟକ: ଫ୍ୟାମିଲ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଲାଗି ରହିଥିବା ବିବାଦ ସମ୍ପର୍କରେ ଆଜି ହେବ ଆଲୋଚନା । ପୂର୍ବରୁ ଉଭୟଙ୍କୁ ନେଇ ଅନେକ ଥର ଆଲୋଚନା କରାଯାଇଥିଲେ ସୁଦ୍ଧା ସବୁକିଛି ବିଫଳ ହୋଇଛି । ପୂର୍ବରୁ ୯ ତାରିଖରେ ଉଭୟ ବର୍ଷା ଏବଂ ଅନୁଭବ ଫ୍ୟାମିଲ କୋର୍ଟରେ ହାଜର ହୋଇଥିଲେ । ତେବେ ଆଜି ବର୍ଷା ଫ୍ୟାମିଲକୋର୍ଟରେ ପହଞ୍ଚିଥିବା ବେଳେ ଅନୁଭବ ଏଯାବତ ପହଞ୍ଚି ନଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

4 × four =