ସିଲ ହେଲା ବାର

ଭୁବନେଶ୍ବର() ରାଜଧାନୀରେ ସିଲ ହେଲା ବାର ।ସଟଡାଉନ ସମୟରେ ରାଜଧାନୀରେ ସବୁ ଦୋକାନ ବଜାର ବନ୍ଦ ଥିବା ବେଳେ ଖୁଲମଖୁଲା ବାରରେ ଚାଲିଥିଲା ମଦ ବେପାର । ତେବେ ସଟଡାଉନରେ ମଦ ବିକିବା ଅଭିଯୋଗରେ ଏକ ବାରକୁ ସିଲ କରାଯାଇଛି ।  ଭୁବନେଶ୍ୱରସ୍ଥ ଗ୍ୟାରେଜ ଛକରେ ଏକ ହୋଟେଲ ଆଣ୍ଡ ବାରକୁ ସିଲ କରାଯାଇଛି ।  ଉକ୍ତ ବାରଟି ଖୋଲାଥିବା  ଓ ଭିତରେ ମଦ ବିକ୍ରି ହେଉଥିବା ଅଭିଯୋଗ ପାଇ ବିଏମସି ଓ ପୁଲିସର ମିଳିତ ସ୍କ୍ୱାଡ ଚଢଣ କରି ଉକ୍ତ ହୋଟେଲ ଆଣ୍ଡ ବାରକୁ ସିଲ କରିଥିବା ଜଣାଯାଇଛି । 

Share

Leave a Reply

Your email address will not be published. Required fields are marked *

seventeen − 15 =