ନିଯୁକ୍ତି ଦାବିରେ ୧୭ରେ ହାଇକୋର୍ଟ କାର୍ୟ୍ୟ ବର୍ଜନ

ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ଦାବିରେ ୧୭ରେ କାର୍ୟ୍ୟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବାର୍ ଆସୋସିଏସନ । ହାଇକୋର୍ଟରେ ୨୭ ଜଣ ବିଚାରପତି ରହିବା କଥା । ଏବେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି । ସେହିପରି ଏକ ଲକ୍ଷ ୭୦ ହଜାର କେସ୍ ବିଚାରାଧୀନ ଅଛି । ଖାଲି ପଡ଼ିଥିବା ବିଚାରପତି ପଦରେ ତୁରନ୍ତ ନିଯୁକ୍ତି ଦାବିରେ ଆସନ୍ତା ୧୭ରେ ହାଇକୋର୍ଟ ବାର୍ ଆସୋସିଏସନ କୋର୍ଟ କାର୍ୟ୍ୟ ବର୍ଜନ କରିବ ବୋଲି କହିଛି ।

Share

Leave a Reply

Your email address will not be published. Required fields are marked *

5 × 2 =