କଟକ ବାଲିଯାତ୍ରା ଉଦଘାଟିତ

କଟକ() କଟକର ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ଏହି ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପ୍ରତାପ ଜେନା,ସାଂସଦ ଭର୍ତ୍ତୃହରି ଉପସ୍ଥିତି ଥିବା ବେଳେ କଟକର ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ । ଚଳିବ ବର୍ଷ ୮ଦିନ ଧରି ଚାଲିବ ବାଲିଯାତ୍ରା ।

ଚଳିବ ବର୍ଷ ବାଲିଯାତ୍ରାକୁ ଏଥର ରାଜ୍ୟସ୍ତରୀୟ ମେଳାର ମାନ୍ୟତା ମିଳିଥିବାରୁ ଏ ବର୍ଷ ଯାତ୍ରା ଆୟୋଜନକୁ ଅଧିକ ସରସ ସୁନ୍ଦର କରିବାକୁ ଲାଗି ପଡ଼ିଛି କଟକ ଜିଲ୍ଲା ପ୍ରଶାସନ।ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ଯାନବାହନ ଉପରେ କଟକଣା କରାଯାଇଛି।

Share

Leave a Reply

Your email address will not be published. Required fields are marked *

8 + fifteen =