୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୁତ୍ତ

ବାଲେଶ୍ୱର: ପେପର ମିଲରେ ପଶି ହାଣିଲା ଯୁବକ। ୪ ଜଣ କର୍ମଚାରୀଙ୍କୁ ହାଣିଲା ଯୁବକ। ନିଲମ୍ବିତ କର୍ମଚାରୀଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ରେମୁଣା ଥାନା ଅନ୍ତର୍ଗତ ପେପର ମିଲରେ ନିଲମ୍ବିତ କର୍ମଚାରୀଙ୍କ ଉନ୍ମକ୍ତ କାଣ୍ଡ। ପେପର ମିଲ୍ ଭିତରେ ପଶି ୪ ଜଣଙ୍କୁ ଖଣ୍ଡାରେ ହାଣି ପକାଇଲା ଯୁବକ। ଏମାନଙ୍କ ମଧ୍ୟରେ ଅଛନ୍ତି କମ୍ପାନୀର ଜଣେ ନିର୍ଦ୍ଦେଶକ, ମ୍ୟାନେଜର, ପିଅନ ଏବଂ ଜଣେ କର୍ମଚାରୀ । ଗୁରୁତର ଭାବେ ଆହତ ପିଅନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Share

Leave a Reply

Your email address will not be published. Required fields are marked *

9 − 7 =